ଗଜମଣ୍ଡନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ହସ୍ତୀକୁ ମଣ୍ଡିବା ପଦାର୍ଥ — Ornaments or decorations for an elephant.

[ଦ୍ରଷ୍ଟବ୍ୟ — ହାତୀ କପାଳରେ ଚିତ୍ର ଓ ଅଳଙ୍କାର ଓ ଝୂଲ ଇତ୍ୟାଦିକୁ 'ଗଜମଣ୍ଡନ' କୁହାଯାଏ]