ଗଜବଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଞ୍ଜାମ, ବଡ଼ଖେମୁଣ୍ଡି) ବିଶେଷ୍ୟ - ସମ୍ପାଦନା

ସାତଟି ପୋଢ଼ ବା ଅଣ୍ଡିରା ମଇଷିଙ୍କୁ ଧାଡି କରି ଠିଆ କରାଇ ଠାକୁରାଣୀଙ୍କ ଆଗେ ଯୁଗପତ୍ ଦିଆଯିହା ବଳି (ଦୌ. ଆଶା. ୧୬: ୧୩୧: — The slaughter of seven buffaloes simultaneously before a Goddess after making them stand in a row.