ଗଜପତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଜ+ ପତି) ସମ୍ପାଦନା

୧. ଗଜରାଜ; ଶ୍ରେଷ୍ଠହସ୍ତୀ — ୧. A lordly or stately elephant.
୨. ଇନ୍ଦ୍ରଙ୍କ ହସ୍ତୀ; ଐରାବତ ହସ୍ତୀ — ୨. Name of Indra's elephant.
୩. ହସ୍ତୀର ରକ୍ଷକ — ୩. A keeper of an elephant.
୪. ଯାହାର ଅନେକ ହସ୍ତୀ ଅଛନ୍ତି — ୪. Owner of many elephants.
୫. ଓଡ଼ିଶାର ପ୍ରାଚୀନ ରାଜବଂଶର ସମ୍ମାନସୂଚକ ଗୋଟିଏ ଉପାଧି —୫. The title of the ancient kings of Orissa.

[ ଦ୍ର—ସମ୍ଭବତଃ ଏମାନଙ୍କର ବହୁସଂଖ୍ୟକ ଯୁଦ୍ଧ ହସ୍ତୀ ଥିବାରୁ ଏହି ଉପାଧି ହୋଇଥିଲା ବର୍ତ୍ତମାନପର୍ଯ୍ୟନ୍ତ ପୁରୀର ରାଜା ଓ ବଡ଼ ଖେମଣ୍ଡି ପରଳାଖେମଣ୍ଡି ଓ ସାନ ଖେମଣ୍ଡିର ରାଜବଂଶ ଏହି ଉପାଧିରେ ଭୂଷିତ ପ୍ରୀଚୀନ ଓଡ଼ିଶା ରାଜାଙ୍କର "ବୀର ଶ୍ରୀ ଗଜପତି—

ଗୌଡେଶ୍ୱର ନବକୋଟୀ କର୍ଣ୍ନାଟକଳବର୍ଗେଶ୍ୱର ବୀରାଧିବୀରବର ପ୍ରତାପ ଶ୍ରୀ" ଏହି ଉପାଧି ଅଦ୍ୟାବଧି ପୁରୀ ରାଜାଙ୍କର ନାମ ସଙ୍ଗେ ବ୍ୟବହୃତ ହେଉଅଛି ଗଙ୍ଗବଂଶୀୟ ରାଜାମାନଙ୍କ ଅମଳରୂ ଓଡ଼ିଶା ରାଜାଙ୍କର ଏହି ଉପାଧି ଥିବାର ଦେଖାଯାଏ ]