ଗଜନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଫରାସୀ - ନାମ) ସମ୍ପାଦନା

ଆଫଗାନୀସ୍ଥାନର ପ୍ରାଚୀନ ନଗର ବିଶେଷ — Name of an ancient town of Afganistan.

[ ଦ୍ର—ଏହି ସ୍ଥାନର ଅଧିବାସୀ ମାହମୁଦ୍ ନାମକ ଜଣେ ପଠାଣ— ରାଜା ଭାରତକୁ ୧୭: ଥର ଆକ୍ରମଣ କରି ଭାରତରୁ ବହୁ ଧନ ଲୁଣ୍ଠନ କରିନେଇଥିଲେ ]