ଗଜଦନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଜ+ଦନ୍ତ) ସମ୍ପାଦନା

୧. ହାତୀ ଦାନ୍ତ — ୧. Ivory; tusk of an elephant.
୨. କାନ୍ଥରେ ଲୁଗାପଟା ରଖିବା ପାଇଁ ମରା ଯାଇଥିବା କାଠି —୨. A cloth-peg.
୩. ଗଣେଶ —୩. God Gaṇeṡa (having the head and tusk of an elephant.)
୪. ଉପଦନ୍ତ; ବାହାଡ଼ାଦାନ୍ତ; ଦାନ୍ତ ଉପରେ ଉଠିବା ଦାନ୍ତ — ୪. Redundant tooth.
୫. କରମୁଦ୍ରାବିଶେଷ — ୫. A particular position of the hands (M.W.)
(ଗଜଦନ୍ତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ହାତୀ ଦାନ୍ତ ପରି ଦାନ୍ତ ପାଖରେ ବା ସମ୍ମୁଖରେ ଯେଉଁ ମନୁଷ୍ୟର ଦାନ୍ତ ବାହାରିଥାଏ; ଦନ୍ତୁର — Having teeth protruding out of the jaw.