ଗଛ କାଟିଲାପରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଗୋଟାଏ ବଡ଼ ଗଛକୁ ମୂଳରୁ କାଟିଲେ ତାହା ଯେପରି ଶବ୍ଦ କରି ହଠାତ୍ ପଡ଼ିଯାଏ ସେହିପରି — Like a large tree falling down with a crash when felled at the root.