ଗଛ କାଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଶିଆଳମାନେ ତାଡ଼ି ବାହାର କରିବା ପାଇଁ ଖଜୁରି ଗଛ ବେକ ପାଖରେ ଛିଦ୍ର କରିବା — ୧. To tap a date-tree for juice.
୨. ଗଛକୁ ତଳରେ ପକାଇବା ନିମନ୍ତେ ମୂଳ ହାଣିବା — ୨. To fell a tree.