ଗଛୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ ବ୍ୟକ୍ତି ଖଜୁରୀ ଗଛ କାଟି ତାଡ଼ି ବାହାର କରିବାକୁ ସରକାରଙ୍କ ଠାରୁ ଅନୁମତି (ଲାଇସେନ୍ସ) ପାଇଥାଏ —A person who obtainss license from excise-officers to tap a date-tree for taddy.


ଦେଶଜ - ବିଶେଷଣ - ସମ୍ପାଦନା

ଯେ ଗଛରେ ଚଢ଼େ — One who climbs a tree.