ଗଛଘିଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଇଉରୋପରୁ ଆମଦାନୀ ହୋଇ ଭାରତକୁ ଆସୁଥିବା ଏକପ୍ରକାର ଉଦ୍ଭିଜ୍ମ ଘୃତ — Vegitable ghee.

[ ଦ୍ର—ଏହା ଘିଅପରି ଚକଣା ଜିନିଷ ମାତ୍ର ଏଥିରେ ବାସନା ନ ଥାଏ ]