ଗଚ୍ଛ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଗମ୍+କର୍ତ୍ତୃ. ଅ; ନିପାତନ) ସମ୍ପାଦନା

୧. ଗଛ; ବୃକ୍ଷ —୧. Tree.
୨. (ଗଣିତ) ଓଡ଼ାଙ୍କ ବା କ୍ରମ ବୃଦ୍ଧିର ରାଶି ସଂଖ୍ୟା — ୨. The period (i.e. the number of terms) of a progression in mathematics (Apte).