ଗଙ୍ଗାରାମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ତୋତାକୁ ପଢାଇବା ବେଳେ ତୋତାକୁ ଡ଼ାକିବା ନାମ —A fond name by which parrots are addressed while being taught to talk.


(ଯଥା—"ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ରାମ୍ ରାମ୍, ପଢ଼୍ ବାବା ଗଙ୍ଗାରାମ!")