ଗଙ୍ଗାଧର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗଙ୍ଗା+ ଧୃ ଧାତୁ+ କର୍ତ୍ତୃ. ଅ) ସମ୍ପାଦନା

୧. ମହାଦେବ (ମୁଣ୍ଡରେ ଗଙ୍ଗାଙ୍କୁ ଧାରଣ କରି ଥିବାରୁ; ପୁରାଣରେ ଅଛି ଯେ ଗଙ୍ଗା ପୃଥିବୀରେ ଅବତୀର୍ଣ୍ଣ ହେବା ପୂର୍ବରୁ ମହାଦେବଙ୍କ ମସ୍ତକରେ ପଡ଼ି ତାଙ୍କ ମସ୍ତକରୁ ପୃଥିବୀକୁ ଓହ୍ଲାଇ ଥିଲେ) —୧. Name of Mahādeba (who is said to have held the river Ganges of his head before it descended upon the earth.)
୨. ସମୁଦ୍ର —୨. The Ocean.
୩. (ନାମ) ସୂର୍ଯ୍ୟସିଦ୍ଧାନ୍ତ ଅନୁସାରେ ଗଣିତ ଚାନ୍ଦ୍ରମାନ- ନାମକ ଜ୍ୟୋତିଷଗ୍ରନ୍ଥର ରଚୟିତା — ୩. Name of the author of an astromical treatise.

[ଦ୍ରଷ୍ଟବ୍ୟ —ଏ ମହାତ୍ମା ବିନ୍ଧ୍ୟଗିରିର ଦକ୍ଷିଣ ଅଞ୍ଚଳରେ ଚତୁର୍ଦ୍ଦଶ ଶତାବ୍ଦରେ ଜନ୍ମଗ୍ରହଣ କରିଥିଲେ]

୪. ୨୪: ଅକ୍ଷରବିଶିଷ୍ଟ ବୃତ୍ତବିଶେଷ — ୪. Name of a Sanscirt metre
୫. ଗଙ୍ଗାଧର ରସ (ଦେଖ) - ୫. Gaṅgādhara rasa (See)

ଦେଶଜ - ବିଶେଷ୍ୟ - ସମ୍ପାଦନା

ମନୁଷ୍ୟଙ୍କ ନାମ —Name given to male- persons.