ଗଙ୍ଗାଜଳି
ଗଙ୍ଗାଜଳି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଗଙ୍ଗାଜଳ ପରି ଈଷତ୍ ନୀଳବର୍ଣ୍ଣ — ୧. Slightly blue colour like the water of the Ganges.
- ୨. ବଙ୍ଗ ଦେଶରେ ତିୟାରି ପତଳା କାଚ ଶିଶି — ୨. A kind of thin glass bottle manufactured in Bengal.
- ୩. ଗଙ୍ଗାଜଳ ସ୍ଫର୍ଶପୂର୍ବକ ଶପଥ — ୩. Taking oath by touching the Ganges-water.
- ୪. ବଙ୍ଗର ଏକ ଜାତୀୟ ବ୍ରାହ୍ମଣ — ୪. A set of Brahmans of Bengal.
- ୫. ଗଙ୍ଗାଜଳ ସଞ୍ଚୟ କରି ରଖିବା ନିମନ୍ତେ ବ୍ୟବହୃତର ଏକ ପ୍ରକାର ପାତ୍ର ବା ସୋରେଇ ବା ଶିଶି — ୫. A narrow-mouthed pitcher or glass- bottle for sroring and carrying Ganges-water.
ଦେଶଜ - ବିଶେଷଣ - ସମ୍ପାଦନା
ଗଙ୍ଗାଜଳ ପରି ସ୍ୱଚ୍ଛ ଓ ଈଷତ୍ ନୀଳ — Slightly blue and tranparent like the water of the Ganges (which is very deep).