ଗଗନାମ୍ୱୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଗଗନ+ଅମ୍ୱୁ) ସମ୍ପାଦନା

ବର୍ଷାଜଳ; ମେଘଜଳ —Rain-water.

(ଯଥା—ବୈଦ୍ୟକ ଅନୁସାରେ ଏହା ତ୍ରିଦୋଷଘ୍ନ, ବଳକାରକ, ରସାୟନ, ଶୀତଳ ଓ ବିଷନାଶକ)