ଗଗନଚର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଗଗନେଚର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଗଗନ+ଚର୍ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଗଗନଗତି (ଦେଖ) - Gaganagati (See)

ସଂସ୍କୃତ - ବିଶେଷଣ - ସମ୍ପାଦନା

ଯେ ଆକାଶରେ ବିଚରଣ କରେ — Sporting or travelling in the sky.