ଗଗନଚର

ଉଚ୍ଚାରଣ

ସମ୍ପାଦନା

(ଗଗନେଚର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଗଗନ+ଚର୍ ଧାତୁ+କର୍ତ୍ତୃ. ଅ)

ସମ୍ପାଦନା

ଗଗନଗତି (ଦେଖ) - Gaganagati (See)

ସଂସ୍କୃତ - ବିଶେଷଣ -

ସମ୍ପାଦନା

ଯେ ଆକାଶରେ ବିଚରଣ କରେ — Sporting or travelling in the sky.