ଗଗନଗତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗଗନରେ ଗତି ଯାହାର) ସମ୍ପାଦନା

୧. ଦେବତା —୧. Deity.
୨. ଗ୍ରହ —୨. Planet.
୩. ପକ୍ଷୀ —୩. Bird.
୪. ଦେବଯୋନୀ —୪. Celestial being.
୫. ରାଶିଚକ୍ର —୫. Zodiac sign.
୬. ନକ୍ଷତ୍ର —୬. Star; lunar mansion.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଆକାଶଚର — Moving in the sky.