ଗଗନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗମ ଧାତୁ=ବ୍ୟାପିବା+କର୍ତ୍ତୃ. ଅନ) ସମ୍ପାଦନା

୧. ଆକାଶ —୧. The sky.
୨. (ଗଣିତ) ଶୂନ୍ୟ —୨. (mathematics) Zero.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ଗଗନବିହାରୀର ଡ଼ାକନାମ — Name of calling Gaganabihārī