ଗଏଁ ଗଏଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ରବିଶେଷଣ - ସମ୍ପାଦନା

ଚହଚହ; ଟହଟହ; ଅତ୍ୟନ୍ତ —Very much.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ବର୍ଣ୍ଣ ବା ରଙ୍ଗବାଚକ ବିଶେଷଣ ପରେ ଲାଗେ ଯଥା—ଲାଲ ଗଏଁ ଗଏଁ(ଅତ୍ୟନ୍ତ ନାଲିଆ)]