ଗଉରୀବେତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଗ୍ରାମ ଠାକୁରାଣୀ ବା ପାର୍ବତୀ ନୀର୍ଜନରାତିରେ ବିଜେ କଲାବେଳେ ଯେଉଁ ବେତ ହାତରେ ଧରନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି — Ratan cane supposed to be held by the village Goddess or by Pārbatī on her nocturnal rounds (according to the superstitions of the villagers).