ଗଉନ୍ତିସତ୍ୱ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ମାହାଲରୁ ପ୍ରଜାଙ୍କଠାରୁ ଗଉନ୍ତିଆ ଅସୁଲ କରିବା ମାଲଗୁଜାରି ବା ମୋଟ ଖଜଣାରୁ ଯେଉଁ ଶତକରା ଟ ୪/?/: ମାଲିକାନା ଗଉନ୍ତିଆ ନିଏ — The mālikānā or commission (at ୪୦ percent) retained by the Gauntā as remuneration collecting rent from the tenants.

[ଦ୍ରଷ୍ଟବ୍ୟ —ଯାହା ଗଉନ୍ତିଆ ଗଭର୍ଣ୍ଣମେଣ୍ଟରେ ଦାଖଲ କରେ ତାକୁ କାମିଲ୍ ଜମା ବୋଲାଯାଏ ]