ଗଉଡ଼ିଆ କେଳା
କେଳାମାନଙ୍କର ଏକ ଶ୍ରେଣୀ — A class of Keḻās.
[ଦ୍ରଷ୍ଟବ୍ୟ —ଏ ଜାତିର ପୁରୁଷମାନେ ରୋଗଚିକିତ୍ସା କରନ୍ତି ଓ ମାଇପେ ଚିତା କୁଟନ୍ତି ଏମାନଙ୍କର ଗୋତ୍ର ମୟୂର ]