ଗଉଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଗୋପାଳ ଜାତୀସମ୍ୱନ୍ଧୀୟ — ୧. Pertaining to the cow-herd caste.
୨. (ଗୋଳି) ଅଖାଡ଼ୁଆ — ୨. (a term of abuse) Fool-hardy.
୩. (ଗାଳି) ମୂର୍ଖ —୩. (abuse) Illiterate.
୪. (ଗାଳି)—ନର୍ବୁଦ୍ଧିଆ —୪. (abuse) Stupid.
୫. (ଗାଳି) ମଗରା; ଏକବାଗିଆ — ୫. (abuse) Headstrong; obstinate.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୌଡ଼ିୟ) ସମ୍ପାଦନା

ଗୌଡ଼ୀୟ ବୈଷ୍ଣବମାନଙ୍କର ଶାଖାବିଶେଷ — A sect of B&aline;i̱shṇabas of Bengal (followers of Chaitanya).