ଶବ୍ଦାର୍ଥ:

ଖଟା
ଉଚ୍ଚାରଣ: Khaṭā
টক, খটা खट्टा

ଦେ. ବି (ସଂ. ଖଟ୍ଟା) —

୧: ଅମ୍ଳରସ; ଆମ୍ବିଳା — ୧. Acide taste.

୨: ଅମ୍ଲରସ ବା ଆମ୍ବିଳାରସର ବ୍ୟଞ୍ଜନ — ୨. Curry prepared with acid; tart.

୩: ଆଚାର —୩. Pickled tart.

୪: ପରଶ୍ରମ; ଖାଟୁଣି —୪. Labour; exertion.

୫: ଖଟିବା; ସେବା କରିବା — ୫. Serving; rendering service.

୬: ମନୋଦୁଃଖ —୬. Sorrow.

ଖଟଲେଶ ଚିତ୍ତେ ନ ରଖି ଘେନା ଏ ବାଳା ପୁରତେ କବିସୂର୍ଯ୍ୟ. ରତାକରକମ୍ପୁ. ଖ ଗୀତ

ଦେ. ବିଣ —

୧: ଆମ୍ବିଳା; ଆମ୍ବିଳି —୧. Sour; of acid taste.

୨: ବିରସ; ଦୁଃଖଯୁକ୍ତ —୨. Sorrowful; sorry.