ଖଞ୍ଜାଖଞ୍ଜି କରିବା

ଶବ୍ଦାର୍ଥ:

ଖଞ୍ଜାଖଞ୍ଜି କରିବା
ଉଚ୍ଚାରଣ: Khan̄jākhan̄ji karibā

ଦେ. କ୍ରି —

୧: ସଜ୍ଜିତ କରିବା — ୧. To furnish or equip.

୨: ବନ୍ଦୋବସ୍ତ କରିବା — ୨. To arrange or settle.

୩: ଦୁଇ ଜଣଙ୍କୁ ବିବାହ ବନ୍ଧନୀରେ ବାନ୍ଧିବା — ୩. To cause two person to be united by marriage.