ଶବ୍ଦାର୍ଥ:

ଖଞ୍ଜ
ଉଚ୍ଚାରଣ: Khan̄ja

ସଂ. ବିଣ. (ଖଞ୍ଜ ଧାତୁ= ଛୋଟେଇ ଚାଲିବା+କର୍ତ୍ତୃ. ଅ) —

ଛୋଟା; ଲେଙ୍ଗେଡ଼ା; ବିକଳ ପଦ — Lame; cripple; limping.

ବନେ ଗଲା ଖଞ୍ଜରାଟ ଖଞ୍ଜ ଆଗେ ବହି ଯେ ଭ଼ଞ୍ଜ.ବୈଦେହୀଶବିଳାସ

ସଂ. ବି —

ଏକପ୍ରକାର ରୋଗ ୟଦ୍ଦ୍ବାରା ମନୁଷ୍ୟର ଗୋଡ଼ ଅଚଳ ହୋଇ ମନୁଷ୍ୟ ଚାଲିବାକୁ ଅସମର୍ଥ ହୁଏ — (ହି—ଶବ୍ଦସାଗର)

দাওঁ सुतार; सुभीता; मौका

ଦେ. ବି —

୧: ଉପାୟ —୧. Means.

ୟହୁଁକି ଯେମନ୍ତେ ସାଜେ ଲଗାଇଛି ଖଞ୍ଜ ପ୍ରାଚୀ—ବ୍ରହ୍ମନିରୂପଣ ଗୀତା

୨: ଅବସର; ସୁବିଧା — ୨. Opportunity; convenience.

୩: ସୂତ୍ର; କୌଶଳ — ୩. Artifice; secret contrivance.

୪: ଗୋପନୀୟ ଉପାୟ —୪. Secret means.

୫: ଓର —୫. Suitable opportunity or opening.

୬: ସଜିଲ —୬. Preparation.

୭: ଢଙ୍ଗ; ପ୍ରକାର —୭. Mode; manner.

କି କ୍ରିଡ଼ା କରିଛି ସୁଭଗ, ବ୍ରୀଡ଼ା ଛଡ଼ା ଖଞ୍ଜରେ ମଧୁସୂଦନ—ବ୍ୟଙ୍ଗ କବିତା

୮: ଷଡ଼ୟନ୍ତ୍ର —୮. Conspiracy.