ଶବ୍ଦାର୍ଥ:

ଖଜୁରିଗଛ ବସାଇବା
ଉଚ୍ଚାରଣ: Khajurigachha basāibā

ଦେ. କ୍ରି. —

ରସ ବାହାର କରିବା ନିମନ୍ତେ ଖଜୁରି— ଗଛର ସ୍କନ୍ଧ କାଟି ତହିଁରେ ଉରା ଟାଙ୍ଗିବା —To top the neck of a date- palm for extracting toddy.