ଶବ୍ଦାର୍ଥ:

ଖଚରୀ
ଉଚ୍ଚାରଣ: Khacharī

ସଂ. ବି. ଓ ବିଣ. ସ୍ତ୍ରୀ —

ଖଚତର ସ୍ତ୍ରୀଲିଙ୍ଗ — Feminine of Khachars.

ଦେ. (ପଦ୍ୟ) ବିଣ. ପୁଂ. (ସଂ. ଖଚାରୀ) —

ଆକାଶଚାରୀ; ଖଚର; ଖେଚର —Moving in the sky.

ବୁଲିଲେ ସବୁ ଦେଶେ ଗରୁଡ଼ ଖଚରୀ କୃଷ୍ଣସିଂହ. ମହାଭାରତ. ଆଦି