ଶବ୍ଦାର୍ଥ:

ଖଙ୍କାରଖା ମାରିବା
ଉଚ୍ଚାରଣ: Khaṅkārakhā māribā
খাখারি দেওরা खखारना

ଦେ. କ୍ରି —

ଗଳାର କାନ୍ଥି ଦେହରେ ଲାଗିଥିବା ଖଙ୍କାରର ସ୍ତରକୁ ପେଟମଧ୍ୟକୁ ନେବା ପାଇଁ ଖଣ୍ଡିକାଶ କାସିବା —To clear the throat of the accumulated layer of sputum by coughing; to make a hawking sound.