ଶବ୍ଦାର୍ଥ:

ଖଗବଧୀ
ଉଚ୍ଚାରଣ: Khagabadhī

ଦେ. ବି. (ସଂ. ଖଗ=ପକ୍ଷୀ+ବଧ, ଯେ ପକ୍ଷୀ ବଧ କରେ) —

ଶବର; ଚଢ଼େଇମାରୁ —A fowler.

ଖଗବଧୀର ପ୍ରାଯେ ହୋଇ ପିଣ୍ଡ ଉହାଡ଼େ ଆତ୍ମା ଥାଇ ଭୂପତି. ପ୍ରେମପଞ୍ଚାମୃତ