ଖଇରାତ ବାୟ୍ଯାପ୍ତି

ଶବ୍ଦାର୍ଥ:

ଖଇରାତ ବାୟ୍ୟାପ୍ତି
ଉଚ୍ଚାରଣ: Khairāta bāj̄yāpti

ବୈଦେ. ବି. (ଫା. ଖଏରାତ୍+ ବଯେୟାପ୍ତଂ) —

ଯେଉଁ ଜମି ପୂର୍ବେ ରାଜାମାନେ ଚିରକାଳ ପାଇଁ ନିଷ୍କରରୂପେ ଦାନ ନିମିତ୍ତ ଖଞ୍ଜା କରିଥିଲେ, କିନ୍ତୁ ଇଂରାଜଗଭର୍ଣ୍ଣମେଣ୍ଟ କେତେକ କାରଣରୁ ଯେଉଁ ବୃତ୍ତିମାନ ବାୟ୍ୟାପ୍ତି କରି ତହିଁ ଉପରେ କର ବସାଇ ଅଛନ୍ତି —Resumed revenue free charitable tenure originally granted as revenue- free purpose of charity by the old Rājās of Orissa and Moghuls and Marhattas but resumed by the British Government.