ଶବ୍ଦାର୍ଥ:

କ୍ଷୀରାବ୍ଧିତନୟା
ଉଚ୍ଚାରଣ: Kshīrābdhitanayā

ସଂ. ବି. ସ୍ତ୍ରୀ—(୬: ଷ୍ଠୀ ତତ୍; କ୍ଷୀରବ୍ଧୀ+ତନୟା) —

ଲକ୍ଷ୍ମୀ —Goddess Lakshmī