ଶବ୍ଦାର୍ଥ:

କ୍ଷୀରଶୁକ୍ଳ
ଉଚ୍ଚାରଣ: Kshīraṡukḻa

ସଂ. ବିଣ. (ମ. ପ. ଲୋ; କ୍ଷୀରବତ୍ ଶୁକ୍ଳ) —

ଦୁଗ୍ଧ ପରି ଧଳା — Milk-white; white as milk.