ଶବ୍ଦାର୍ଥ:

କ୍ଷୀରପଲାଣ୍ଡୁ
ଉଚ୍ଚାରଣ: Kshīrapalāṇḍu

ସଂ. ବି. (ମ. ପ. ଲୋ; କ୍ଷୀରବର୍ଣ୍ଣ ରଲାଣ୍ଡ) —

ଧଳା ପିଆଜ (ହି. ଶଦ୍ଦସାଗର) —White onion.