ଶବ୍ଦାର୍ଥ:

କ୍ଷୀରନୀର
ଉଚ୍ଚାରଣ: Kshīranīra

ସଂ. ବି. (ଦ୍ବନ୍ଦ୍ବ; କ୍ଷୀର+ନୀର) —

୧: ପାଣି ଓ ଦୁଧ — ୧. Milk and water.

୨: (ମ. ପ. ଲୋ. କ୍ଷୀପବତ୍ ନୀର) ଦୁଧିଆପାଣି; ଦୁଧ ପରି ଧଳା ପାଣି —୨. Milk-white water.

୩: ଦୃଢ଼ ଆଲିଙ୍ଗନ (କ୍ଷୀର ସଙ୍ଗେ ନୀର ମିଶିଲା ପରି ୟହିଁରେ ପ୍ରେମିକପ୍ରେମିକା ମିଶିୟାଆନ୍ତି) — ୩. Fast embrace; hugging embrace.