ଶବ୍ଦାର୍ଥ:

କ୍ଷୀରଧେନୁ
ଉଚ୍ଚାରଣ: Kshīradhenu

ସଂ. ବି. ସ୍ତ୍ରୀ. (ମଧ୍ୟପଦଲୋପୀ; କ୍ଷୀରଦାତ୍ରୀ ଧେନୁ) —

୧: ଦୁଁହାଳୀ ଗାଈ —୧. Milch cow.

୨: ପୁରାଣ ଅନୁସାରେ ଦାନାର୍ଥ କଳ୍ପିତ ଗାଈ — ୨. A gift representing a cow given as a gift to a Brāhmaṇa.