ଶବ୍ଦାର୍ଥ:

କ୍ଷୀଣଚନ୍ଦ୍ର
ଉଚ୍ଚାରଣ: Kshīṇachandra

ସଂ. ବି. (କର୍ମଧା; କ୍ଷୀଣ+ଚନ୍ଦ୍ର) —

୧: କୃଷ୍ଣପକ୍ଷରେ କ୍ଷୟ ପାଉଥିବା ଚନ୍ଦ୍ର — ୧. The moon on the wane; waning moon.

୨: ସାତ କିମ୍ବା ତହିଁରୁ କମ୍ କଳାଯୁକ୍ତ ଚନ୍ଦ୍ର — ୨. The moon with ୭ or less digits.

[ଦ୍ର—କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ଅଷ୍ଟମୀ ପର୍ୟନ୍ତ ଚନ୍ଦ୍ରକୁ କ୍ଷୀଣଚନ୍ଦ୍ର କହନ୍ତି—ହି. ଶବ୍ଦସାଗର]