ଶବ୍ଦାର୍ଥ:

କ୍ଷୀଜନ
ଉଚ୍ଚାରଣ: Kshījana

ସଂ. ବି. (କ୍ଷୀଜ ଧାତୁ+ଭାବ. ଅନ) —

ପୋଲା ନଳ ବା ବାଉଁଶଆଦିରେ ପବନ ପଶିବା ଯୋଗୁଁ ତହିଁରୁ ବାହାରିବା ସ୍ବର —The whistling sound due to air passing the rough hollow reeds.