ଶବ୍ଦାର୍ଥ:

କ୍ଷିରିସାହାଣ
ଉଚ୍ଚାରଣ: Kshirisāhāṇa

ଦେ. ବି. —

ଏକ ପ୍ରକାର ବଡ଼ ମାଛ; ଖୁରସାଣିଆମାଛ — A sort of fish.

[ଦ୍ର—ଏମାନେ କଳାବାଇଁସି ପରି କିନ୍ତୁ ଚେପ୍ଟା ]