ଶବ୍ଦାର୍ଥ:

କ୍ଷିପ୍ର
ଉଚ୍ଚାରଣ: Kshipra

ସଂ. ବି. (କ୍ଷିପ ଧାତୁ+ର) —

୧: ତ୍ବରିତ; ଦ୍ରୁତ — ୧. Quick; speedy.

୨: ସ୍ଥିତିସ୍ଥାପକ; ୟାହା ଟାଣି ଦେଲେ ନଇଁ ଯାଏ ଓ ଛାଡ଼ି ଦେଲେ ପୁଣି ପୂର୍ବ ଆକାର ଧାରଣ କରେ — ୨. Elastic

୩: ମୂହୁର୍ତ୍ତର ପନ୍ଦର ଭାଗରୁ ଏକ ଭାଗ — ୩. One-fifteenth of a Muhūrtta of time.

୪: ବୁଢ଼ାଆଙ୍ଗୁଠି ଓ ବିଶି ଆଙ୍ଗୁଠିର ମଧ୍ୟବର୍ତ୍ତୀ କରତଳର ଅଂଶ —୪. The part of the palm between the forefinger and the thumb.

ସଂ. କ୍ରି. ବିଣ. —

ଅତିଶ୍ରୀଘ୍ର — Very quickly; speedily.