ଶବ୍ଦାର୍ଥ:

କ୍ଷିପ୍ତନିବାସ
ଉଚ୍ଚାରଣ: Kshiptanibāsa

ସଂ. ବି. (ମ. ପ. ଲୋ; କ୍ଷିପ୍ତ+ନିବାସ; କ୍ଷିପ୍ତ ବ୍ୟକ୍ତିମାନଙ୍କ ଆଶ୍ରୟ ପାଇଁ ଅଭିପ୍ରେତ ନିବାସ) —

ବାତୁଳ ଆଶ୍ରମ; ପାଗଲାଖାନା — Lunatic assylum; mad-house.