ଶବ୍ଦାର୍ଥ:

କ୍ଷିତୀଶ୍ବର
ଉଚ୍ଚାରଣ: Kshitīṡwara

ସଂ. ବି. (୬: ଷ୍ଠୀ ତତ୍; କ୍ଷିତି+ଈଶ୍ବର) —

ପୃଥିବୀପତି; ରାଜା — King; ruler of the earth.