ଶବ୍ଦାର୍ଥ:

କ୍ଷିତିଜା
ଉଚ୍ଚାରଣ: Kshitijā

ସଂ. ବି. ସ୍ତ୍ରୀ. (କ୍ଷିତିଜ+ସ୍ତ୍ରୀ. ଆ) —

(ପୃଥିବୀରୁ ଜାତ) ସୀତା —Sītā (supposed to be born of the Earth).