କ୍ଷିତିଜ
କ୍ଷିତିଜ —
ଉଚ୍ଚାରଣ: Kshitija
ସଂ. ବି. (କ୍ଷିତି+ଜନ ଧାତୁ+କର୍ତ୍ତୃ. ଅ) —
୧: ବୃକ୍ଷ; ଉଦ୍ଭିଦ —୧. Tree.
୨: ମହୀଲତା; ଜିଆ —୨. Earthworm.
୩: ମଙ୍ଗଳଗ୍ରହ —୩. The planet Mars.
୪: ଦିଗନ୍ତ; ଦିଗ୍ମଣ୍ଡଳ; ଦିଗ୍ବଳୟ —୪. Horizon.
୫: (ବିଷ୍ଣୁଙ୍କଦ୍ବାରା ହତ) ନରକାସୂର — ୫. Name of a demon.