କ୍ଷୟକାସୀ

(କ୍ଷଯକାସୀରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କ୍ଷୟକାସୀ
ଉଚ୍ଚାରଣ: Kshayakāsī
(କ୍ଷୟକାସିନୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ଷୟକାସ+ଅଛି ଅର୍ଥରେ ଇନ୍; ୧: ମା. ୧: ବ.)

ୟକ୍ଷ୍ମାରୋଗୀ —Suffering from consumptive cough.