ଶବ୍ଦାର୍ଥ:

କ୍ଷମେ
ଉଚ୍ଚାରଣ: Kshame

ଗ୍ରା. (ପଦ୍ୟ) କ୍ରି. ବିଣ. (ସଂ. କ୍ଷେମ) —

ଆନନ୍ଦରେ — With delight.

କ୍ଷମେ ଭଣେ ଅଭିମନ୍ଯୁ ସାମନ୍ତସିଂହାର— ଅଭିମନ୍ଯୁ ବିଦଗ୍ଧଚାନ୍ତାମଣି