ଶବ୍ଦାର୍ଥ:

କ୍ଷମାନିଧି
ଉଚ୍ଚାରଣ: Kshamānidhi

ସଂ. ବିଣ (କ୍ଷମା+ନି+ଧା ଧାତୁ=ଧାରଣକରିବା+କର୍ତ୍ତୃ. ଇ) —

କ୍ଷମାଶୀଳ — Forgiving.

ତୁ କ୍ଷମାନିଧି ପୀତବାସ—ଭୂପତି, ପ୍ରେମପଞ୍ଚାମୃତ