ଶବ୍ଦାର୍ଥ:

କ୍ଷନ୍ଦିବା
ଉଚ୍ଚାରଣ: Kshandibā

ଗ୍ରା. (ପଦ୍ୟ) ପ୍ରି (ସଂ.ଛନ୍ଦ ଧାତୁ) —

ଗୀତ ବା ପଦ୍ୟ ରଚନା କରିବା —. To compose a song.

କ୍ଷନ୍ଦିଲେ ବଳରାମ ଦାସ କମଳଲୋଚନା ଚଉତିଶା