ଶବ୍ଦାର୍ଥ:

କ୍ଷନ୍ତବ୍ୟ —.
ଉଚ୍ଚାରଣ: Kshantabya

ସଂ. ବିଣ. (କ୍ଷମ ଧାତୁ=କ୍ଷମା କରିବା+କର୍ମ ତବ୍ୟ) —

କ୍ଷମାଯୋଗ୍ୟ —. Deserving pardon; pardonable.