ଶବ୍ଦାର୍ଥ:

କ୍ଷତ୍ରୀପଣ
ଉଚ୍ଚାରଣ: Kshatripaṅa

ଦେ. ବି. (ସଂ. କ୍ଷତ୍ରୀୟ+ଓ. ପଣ) —

କ୍ଷତ୍ରୀୟତ୍ବ, ବୀରତ୍ନ —. Bravery; heroism.

ଦେଖି ତାହାରି କ୍ଷତ୍ରିପଣ, କୁରୁ ସଙ୍ଗତେ ଘୋର ରଣ ଜଗନ୍ନାଥ ଭଗବତ