କ୍ଷତ୍ତ୍ର
କ୍ଷତ୍ତ୍ର —
ଉଚ୍ଚାରଣ: Kshattra
(କ୍ଷତ୍ରୀ—ସ୍ତ୍ରୀ)
ସଂ. ବି. ପୁଂ.—(କ୍ଷତ+କୌ ଧାତୁ+ଅ; ଯେ କ୍ଷତରୁ ବା ଆପଦରୁ ତ୍ରାଣ କରାଏ) —
୧: କ୍ଷତ୍ରିୟ ଜାତି — ୧. A Kshatriya or warrior by caste.
୨: ଶରୀର —୨. Body.
୩: ପରାକ୍ରମ; ବଳ; ଶକ୍ତି; କ୍ଷମତା — Power; dominion; might.
୪: ଶାସନତନ୍ତ୍ର; ଶାସକ କର୍ତ୍ତୃପକ୍ଷ — Government; governing body.
୫: ଧନ —୫. Wealth.
୬: ଜଳ —୬. Water.